Advertisment

Special Story: ବାପାକୁ ମାରି ମା’ ହତ୍ୟାର ବଦଲା ନେଲା ପୁଅ

୨୨ ବର୍ଷୀୟ ପୁଅ ବିଷ୍ଣୁ ବର୍ମା ୫୫ ବର୍ଷୀୟ ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି । ହେଲେ କାର୍ତ୍ତୀ କାହିକିଁ ତା’ ପତ୍ନୀକୁ ହତ୍ୟା କରିଥିଲା । ପୁଅ ବିଷ୍ଣୁ ବାପା କାର୍ତ୍ତୀକୁ କିପରି ହତ୍ୟା କଲା ତା’ ଏଯାଏଁ ସ୍ପଷ୍ଟ କରିନି ପୋଲିସ ।

Advertisment

୨୨ ବର୍ଷୀୟ ପୁଅ ବିଷ୍ଣୁ ବର୍ମା ୫୫ ବର୍ଷୀୟ ବାପା କାର୍ତ୍ତୀ କୁମାର ବର୍ମାଙ୍କୁ ହତ୍ୟା କରିଛି । ହେଲେ କାର୍ତ୍ତୀ କାହିକିଁ ତା’ ପତ୍ନୀକୁ ହତ୍ୟା କରିଥିଲା । ଏବଂ ପୁଅ ବିଷ୍ଣୁ ବାପା କାର୍ତ୍ତୀକୁ କିପରି ହତ୍ୟା କଲା ତା’ ଏଯାଏଁ ସ୍ପଷ୍ଟ କରିନି ପୋଲିସ । କିନ୍ତୁ, ଗତ କିଛି ବର୍ଷ ତଳେ ବିଷ୍ଣୁଙ୍କ ମାଆଙ୍କୁ ହତ୍ୟା ଅଭିଯୋଗରେ ବାପା ଜେଲ୍ ଯାଇ ଫେରିଥିଲେ ଡିସେମ୍ବର ୨୦୨୪ରେ ଜେଲ୍‌ରୁ ମୁକୁଳିଥିଲା । ଆଉ ଜେଲ୍‌ରୁ ଘରକୁ ଫେରି ପୁଅକୁ ଅତ୍ୟାଚାର କରିଥିଲା । ଏଥିରେ ଅତିଷ୍ଠ ହୋଇ ପୁଅ ବାପାକୁ ହତ୍ୟା କରିଥିବା ପୋଲିସ୍ କହିଛି । ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ପୋଲିସ୍ କରୁଛି । ଏହାକୁ ମିଶାଇ ଗଲା ୫ ଦିନ ଧରି ରାଉରକେଲାରେ ୫ଟି ହତ୍ୟା ମାମଲା ସାମ୍ନାକୁ ଆସିଲାଣି।

Advertisment
Rourkela Crime News Revenge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ