କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ
Advertisment
ଆଗେ ସଲମାନ, ଏବେ ଶାହରୁଖ । ବଲିଉଡ୍ର କିଙ୍ଗ ଖାନ୍ ଶାହରୁଖଙ୍କୁ ହତ୍ୟା ଧମକ । ମୁମ୍ବାଇ ପୋଲିସ୍ ପାଖକୁ ଆସିଥିବା ଫୋନ୍ କଲରେ ଅଭିଯୁକ୍ତ ମାଗିଛି ୫୦ ଲକ୍ଷ ଟଙ୍କା । ହେଲେ ଏହାର ଚେର ଖୋଜି ରାୟପୁରରେ ପହଞ୍ଚିଥିବା ମୁମ୍ବାଇ ପୋଲିସ୍ ସାମ୍ନାରେ ଏବେ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଯେଉଁ ବ୍ୟକ୍ତିଙ୍କ ଫୋନରୁ ଏ ଧମକ ଦିଆଯାଇଥିଲା, ସେ ପୂର୍ବରୁ ଶାହରୁଙ୍କ ନାଁରେ ମାମଲା ରୁଜୁ କରିସାରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us