Advertisment

ସିନିୟର IPS ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓ ଓରଫ୍ ରାଜେଶ ପଣ୍ଡିତ ଚାକିରିରୁ ସସପେଣ୍ଡ

ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।

Advertisment

ଶନିବାର ରାତିରେ ଅଘଟଣ.. ମଙ୍ଗଳବାର ଆକ୍ସନ । ସିନିୟର IPS ଅଫିସର ପଣ୍ଡିତ ରାଜେଶ ଉତ୍ତମରାଓ ଓରଫ୍ ରାଜେଶ ପଣ୍ଡିତ। ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଥିବା ରାଜେଶ ପଣ୍ଡିତଙ୍କୁ ଚାକିରିରୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ଗତ ଶନିବାର ଅର୍ଥାତ ଜୁଲାଇ ୨୭ ତାରିଖ ରାତିରେ କ୍ୟାପିଟାଲ୍ ଥାନା ଅଞ୍ଚଳରେ ଘଟିଥିବା ଏକ ଘଟଣା ପାଇଁ ନିଆଯାଇଛି ଆକ୍ସନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ