Advertisment

ନିରଞ୍ଜନଙ୍କ ଘରୁ ଚୋରି କରିଥିବା ‘ସ୍ପାଇଡର୍ ସତୀଶ’କୁ ଧରିଲା ପୋଲିସ

୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର

Advertisment

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶି କଳାକନା ବୁଲାଇଥିଲା ସ୍ପାଇଡର୍ ମ୍ୟାନ୍। ୧୮ ଦିନର ଖୋଳତାଡ଼, ୪ଶହ ସିସିଟିଭିର ଯାଞ୍ଚ, ଓଡ଼ିଶା ସହ ୪ରାଜ୍ୟରେ ଛାନଭିନ୍ ପରେ ଏହି ସ୍ପାଇଡର୍ ମ୍ୟାନକୁ ଧରିଛି କମିଶନରେଟ୍ ପୋଲିସ। ହେଲେ ୟେ କୌଣସି ସିନେ ପରଦାର ସ୍ପାଇଡର୍ ମ୍ୟାନ୍ ନୁହଁ, ବରଂ ଜଣେ ପୋଖତ ଏବଂ ଧୂର୍ତ୍ତ ଚୋର। ପୋଲିସ ଡାଏରୀରେ ଯାହାକୁ ‘ସ୍ପାଇଡର୍ ସତୀଶ’ବୋଲି ଦର୍ଶାଯାଇଥିବାବେଳେ ପୂରା ଫିଲ୍ମି ଷ୍ଟାଇଲରେ ତାକୁ ଧରିଛି ପୋଲିସ। ତା’ସହ ସ୍ପାଇଡର୍ ସତୀଶର ଚୋରି ଫଣ୍ଡାର ବଡ଼ ଖୁଲାସା କରିଛି।

Advertisment
Commissionerate Police Niranjan Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ