Advertisment

ସରୋଜ କହୁଛି ସବୁ ଜାଣିଛି !

#ସରୋଜ_କହୁଛି_ମୁଁ_ସବୁ_ଜାଣିଛି ! ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍‌ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍‌କ୍ଷଣାତ୍‌ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।

Advertisment

#ସରୋଜ_କହୁଛି_ମୁଁ_ସବୁ_ଜାଣିଛି !
ସରୋଜ ସା’ ପାଖରେ କ୍ରାଇମବ୍ରାଞ୍ଚ ଟିମ୍‌ । ଚାଲିଛି ପଚରା, ଖୋଲିବ ଗୁମର । ନବଙ୍କ ହତ୍ୟା ଦିନ ସରୋଜର ଥିଲା ବଡ଼ ଭୂମିକା । ନବଙ୍କୁ ଗୁଳିବେଳେ ତତ୍‌କ୍ଷଣାତ୍‌ ଆକ୍ସମୁଡ଼କୁ ଆସିଥିଲା ସରୋଜ । ତତକାଳୀନ IICଙ୍କ ବନ୍ଧୁକ ଛଡ଼ାଇଆଣି ନବଙ୍କୁ କିଏ ଗୁଳି ମାରିଥିଲା ବୋଲି ଚିତ୍କାର କରିବା ସହ ଅଭିଯୁକ୍ତକୁ ଗୁଳି ଫୁଟାଇବାକୁ ସଜାଗ ହୋଇସାରିଥିଲା ।

Advertisment
Murder Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ