Jharpada Jail
Advertisment
ଝାରପଡ଼ା ଜେଲରେ ଚାଲିଛି କି ଗୁଣ୍ଡାରାଜ ? ବେଆଇନ ନିଶା କାରବାର ସହ କଏଦୀଙ୍କୁ ତଥାକଥିତ ଭିଆଇପି ଟ୍ରିଟମେଣ୍ଟ ପଛର ସିଣ୍ଡିକେଟ୍ରେ କିଏ ? ଗତକାଲି ଜଣେ ବିଚାରାଧିନ ବନ୍ଦୀଙ୍କୁ ହାଇଦର ପୁଅ ଓ ତା’ଗ୍ୟାଙ୍ଗର ଆକ୍ରମଣ ପରେ ଜେଲ୍ ବିଭାଗରେ ଏବେ ବଡ଼ ହଲଚଲ । ଖୋଦ୍ ଜେଲ୍ ଏଡିଜି ଓ ଡିଆଇଜି ଆଜି ଜେଲକୁ ଯାଇ ତନାଘନା କରିଛନ୍ତି। ଜେଲ୍ ୱାର୍ଡରଙ୍କଠୁ ଆରମ୍ଭ କରି ସୁପରିଟେଣ୍ଡେଣ୍ଟଙ୍କ ଯାଏଁ ପଚରାଉଚରା କରିଥିବାବେଳେ କାଲି ଆକ୍ରମଣର ଶିକାର ସୌମ୍ୟକାନ୍ତ ମହାନ୍ତିଙ୍କ ହାତଲେଖା ଚିଠିକୁ ନେଇ ବଢ଼ିଛି ଚିନ୍ତା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us