raja chakra
Advertisment
#ରାଜାଙ୍କ_ରାଜକୀୟ_ସଉକ୍...#ଫାର୍ମ_ହାଉସ_ଦେଖି_ଆଖି_ଟେରା
ଆଖି ତରାଟିଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ରାଜାଙ୍କ ଥିଲା ବହୁମୂଲ୍ୟ କାର୍ ଓ ବାଇକ୍। ଚଢ଼ୁଥିଲେ ଦାମୀ ଫର୍ଚ୍ୟୁନର୍ କାର୍ ଓ ପାଖରେ ଥିଲା ୨୫ ଲକ୍ଷ ଟଙ୍କାର ବାଇକ୍।କେନ୍ଦୁଝରରେ ରେଡ୍ ବେଳେ EOW ହାତରେ ଲାଗିଛି ୨୫ ଲକ୍ଷର Harley Davidson ବାଇକ୍ । ଫାର୍ମ ହାଉସ ଦେଖିଲେ ହଜିଯିବ ନିଦ.... ଦେଖନ୍ତୁ ରିପୋର୍ଟ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us