Advertisment

Minor Boy’s Body Recovere: ଡେଲାଙ୍ଗ ରତନପୁରରେ ନିଖୋଜ ନାବାଳକକୁ ନୃଶଂସ ହତ୍ୟା

ସଂପର୍କୀୟ ଦାଦାର ନୃଶଂସ କାଣ୍ଡ । ନାବାଳକ ପୁତୁରା ସହ କୁକର୍ମ କଲା, ବୀଭତ୍ସ ହତ୍ୟା କରି ପାଇଖାନା ଟାଙ୍କିରେ ଫିଙ୍ଗି ଦେଲା।

Advertisment

ପିପିଲି ଡେଲାଙ୍ଗ ଥାନା ରତନପୁର ଗାଁରେ ନିଖୋଜର ୬ଦିନ ପରେ ନାବାଳକର ଉଲଗ୍ନ ମୃତଦେହ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହେବା ଘଟଣା ସୃଷ୍ଟି କରିଛି ଚାଞ୍ଚଲ୍ୟ। ଜଣେ ସଂପର୍କୀୟ ଦାଦା ହତ୍ୟାକାରୀ ବୋଲି ପୋଲିସ ପ୍ରମାଣ ପାଇବା ପରେ ତାକୁ ଗିରଫ କରି ତନାଘନା ଚଳାଇଛି। ଏଣେ ଗାଁ ଲୋକେ ହାତ୍ୟାକାରୀକୁ ଫାଶି ଦେବାକୁ ଦାବି କରିବା ସହ ଅଭିଯୁକ୍ତର ଘର ଭଙ୍ଗାରୁଜା କରିଛନ୍ତି। ଗାଁରେ ଉତ୍ତେଜନା ଲାଗି ରହିଛି, ପୋଲିସ ଜଗିଛି ।

Advertisment
Puri Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ