Advertisment

ବାଗେଶ୍ୱର ବାବାଙ୍କୁ ଫାଶୀ ଦିଅ'

'ବାଗେଶ୍ୱର ବାବା ଜଣେ ମହିଳା ତସ୍କର । ଧର୍ମ ନାଁରେ ମହିଳା ଚାଲାଣ କରୁଛନ୍ତି ।' ବାଗେଶ୍ୱର ଧାମର ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଏମିତି ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଫେସର୍ । ସୋସିଆଲ ମିଡିଆ 'ଏକ୍ସ'ରେ ଏକ ଭିଡିଓ ପୋଷ୍ଟ କରି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଖୁଲମଖୁଲା ମହିଳା ତସ୍କର ବୋଲି କହିଛନ୍ତି ସେ । ଲକ୍ଷ୍ନୌ ୟୁନିଭରସିଟିର ହିନ୍ଦୀ ବିଭାଗର ପ୍ରଫେସର ରବିକାନ୍ତ ଚନ୍ଦନ କରିଛନ୍ତି ଏପରି ଅଭିଯୋଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ