Advertisment

Encounter: ଭୁବନେଶ୍ୱରରେ ପଶିଲେ ଗୁଳି ଖାଇବ

ପୁଣି ଗର୍ଜିଛି କମିସନରେଟ୍‌ ପୋଲିସର ବନ୍ଧୁକ। ବ୍ଲାକ୍‌ପଲସର୍‌ ଆତଙ୍କରେ ଲଗାଇଛି ଫୁଲ୍‌ଷ୍ଟପ୍‌। କାବୁ ହୋଇଛନ୍ତି ଦୁଇ ଲୁଟେରା।

ଅଦ୍ୟତନ ହୋଇଛି
Advertisment

ଫ୍ଲାୱାର ସମଝେ କ୍ୟା। ଫାୟାର ହୈ ମେଁ...। ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ୍‌। ଗୁରୁବାର ଡବଲ ଏନ୍‌କାଉଣ୍ଟର ପରେ ଲୁଟେରାଙ୍କୁ ଏଭଳି କିଛି ନାଲି ଆଖି ଦେଖାଇଛି ପୋଲିସ୍‌। ଫିଲ୍ମ ଡାଇଲଗ୍‌ ମାଧ୍ୟମରେ ଦେଇଛି ଚେତାବନୀ। ଅପରାଧୀଙ୍କୁ କରାଇଛନ୍ତି ସତର୍କ। ଏବେ ନସୁଧୁରିଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି।

Advertisment
Bhubaneswar Encounter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ