Advertisment

ତିଗିରିଆ ଦେଢ଼ କୋଟି ଲୁଟ୍ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।

Advertisment

ଅନ୍‌ଲାଇନ୍‌ ଗେମ୍ ଜାଲରେ ଫସି ବାଡ଼ ଖାଇଥିଲା ଫସଲ !  ଏଟିଏମ୍ ଭ୍ୟାନ କର୍ମଚାରୀ ନିଜେ ରଚିଥିଲେ ଲୁଟ୍ ଷଡ଼ଯନ୍ତ୍ର !  ତିଗିରିଆ ଦେଢ଼ କୋଟି ଲୁଟ୍ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା  । ୧୦  ନଭେମ୍ବର ୨୦୨୩ କଟକ ଜିଲ୍ଲା ତିଗିରିଆ ଗୋଡ଼ିଝରିଆ ଠାରେ ନିଛାଟିଆ ରାସ୍ତାରେ ଟଙ୍କା ଭର୍ତ୍ତି ଗାଡ଼ିକୁ ଅଟକାଇଥିଲା ସ୍କର୍ପିଓ । ସ୍ପଷ୍ଟ ଦିବାଲୋକରେ ଏଟିଏମ୍ ଭ୍ୟାନରୁ ୧ କୋଟି ୬୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ ୭ରୁ ୮ ଜଣ ମୁଖାପିନ୍ଧା ଡକାୟତ ।

Advertisment
Loot ATM Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ