Advertisment

ମହିଳା ଦିବସରେ ସମିତି ସଭ୍ୟାଙ୍କୁ ମରଣାନ୍ତକ ଆକ୍ରମଣ

ମହିଳା ଦିବସରେ ରାତି ଅଧରେ ସମିତି ସଭ୍ୟାଙ୍କୁ ମରଣାନ୍ତକ ଆକ୍ରମଣ | କଟକ ଜିଲ୍ଲା ମହାଙ୍ଗା ନିର୍ବାଚନମଣ୍ଡଳୀ ପଡ଼ାମରାଇ ପଞ୍ଚାୟତର ସମିତି ସଭ୍ୟା ଓ ତାଙ୍କ ସ୍ବାମୀଙ୍କୁ କିଛି ଦୁର୍ବୃତ୍ତ ରାଜନୈତିକ ଆକ୍ରୋଶ ରଖି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି |

Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ