Advertisment

କାଲି ଅବସର ନେଇଥାନ୍ତେ, ହେଲେ ତାପୂର୍ବରୁ...

କାଲି ଅବସର ନେଇଥାନ୍ତେ, ହେଲେ ତାପୂର୍ବରୁ ଖୋଲିଗଲା ଯନ୍ତ୍ରୀଙ୍କ ଦୁର୍ନୀତିର ପେଡ଼ି। ରେଡ୍ ବେଳେ ମିଳିଲା ପୁଳାପୁଳା ଟଙ୍କା, ପୁଳା ପୁଳା ପ୍ଲଟ। ଭିଜିଲାନ୍ସ ଜାଲରେ ପଡ଼ିଥିବା ଭୁବନେଶ୍ୱର ସ୍ଥିତ RW ଡିଭିଜନ୍ ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଭୁବନେଶ୍ବର ଓ ଅନୁଗୁଳ ବାସଭବନରୁ ମିଳିଛି ଅଢ଼େଇ କୋଟି ନଗଦ କ୍ୟାସ୍। ଭିଜିଲାନ୍ସକୁ ଦେଖି ଭୁବନେଶ୍ବର ଫ୍ଲାଟରୁ ୫ ଶହ ଟଙ୍କିଆ ନୋଟ୍ ବିଡାକୁ ଝରକା ବାଟ ଦେଇ ଫିଙ୍ଗି ଦେଇଥିଲେ। ଭୁବନେଶ୍ବର ଆପାର୍ଟମେଣ୍ଟରୁ କୋଟିଏ ୨୧ ଲକ୍ଷ ଓ ଅନୁଗୁଳ ବାସଭବନରୁ ମିଳିଛି କୋଟିଏ ୩୦ ଲକ୍ଷ ନଗଦ ଟଙ୍କା। ଏତେ ଟଙ୍କା ଦେଖି ଭିଜିଲାନ୍ସର ବି ମୁଣ୍ଡ ଖରାପ।

Odisha Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ