Vigilance Raid
Advertisment
ଭିଜିଲାନ୍ସ ଜାଲରେ କୋଟିପତି ଇଂଜିନିୟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ରୁରାଲ ୱାର୍କସ ଇଲେକ୍ଟ୍ରିକାଲ ଡିଭିଜନ୍ର ନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଘରେ ଆଜି ରେଡ୍ କରିଛି ଭିଜିଲାନ୍ସ । ଚଢଉ ବେଳେ ବ୍ରହ୍ମପୁର ଘରୁ ମିଳିଛି ନଗଦ ପ୍ରାୟ ୨୦ ଲକ୍ଷ ଟଙ୍କା । ଆଉ ତାହା ପୁଣି ଖଟ ଗଦି ତଳୁ । ଯେମିତି ସେ ଟଙ୍କାର ଶେଯ ଉପରେ ଶୋଉଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us