Advertisment

ସମାବର୍ତ୍ତନ ଉତ୍ସବରେ ସାମିଲ ହେବାକୁ ଆସିଥିଲେ, ଆଉ ଫେରିଲେନି ଚିନ୍ମୟୀ

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Advertisment

ମନରେ ଥିଲା ଉଚ୍ଚ ଅଭିଳାଷ । ଆଖିରେ ଥିଲା ଅସୁମାରୀ ସ୍ୱପ୍ନ । ସେନା କିମ୍ବା ପୋଲିସ ବିଭାଗରେ ବଡ଼ ଅଫିସରଟିଏ ବନିବାର ଇଚ୍ଛା ଥିଲା । ହେଲେ ସେହି ସ୍ୱପ୍ନ ସବୁ ଡେଣା ମେଲିବା ଆଗରୁ ପାଣିରେ ମିଳାଇଗଲା ସବୁକିଛି । ମା’ର ଧୈର୍ଯ୍ୟ ରହୁନି । ବାପାଙ୍କ ଦମ୍ଭ ଭାଙ୍ଗିଯାଉଛି । ଭାଙ୍ଗିପଡ଼ିଛନ୍ତି ଆତ୍ମୀୟ ସ୍ୱଜନ । ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଭିସୁଟର ସମାବର୍ତ୍ତନ ଉତ୍ସବକୁ ଆସିଥିବା ଝିଅଟି ଯେ ଏମିତି ଅକାଳ ବିୟୋଗରେ ଚାଲିଯିବ, କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି ।

Advertisment
VISUT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ