Advertisment

ଗଦା ଗଦା ଟଙ୍କା, ଯେତେ ଗଣିଲେ ସରୁନି

ଟଙ୍କାର ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ । ଆଜିକୁ ୫ ଦିନ ହୋଇଗଲା। ନା ସରୁଛି ଟଙ୍କା ଗଣା, ନା ଫୁରସତ ପାଉଛନ୍ତି ବଲାଙ୍ଗିର SBI କର୍ମଚାରୀ।

Advertisment

ଟଙ୍କାର ଏଭଳି ଦୁର୍ଲଭ ଦୃଶ୍ୟ ଦେଖି ଦେଖି ସେହି ଟଙ୍କା ଆଉ ଟଙ୍କା ଭଳି ଲାଗୁନି । ଯୁଆଡ଼େ ଚାହିଁବେ ସେଆଡ଼େ ଗଦା ଗଦା ନୋଟ୍, ଯାହାକୁ କ୍ରମାଗତ ଗଣିବା ପରେ ଓ ଦେଖିଲା ପରେ ଆଉ ଟଙ୍କା ନୁହେଁ, ବରଂ କାଗଜ ଭଳି ଫିଲ୍ ହେଉଛି । ଏଭଳି କହିଛନ୍ତି ବ୍ୟାଙ୍କ କର୍ମଚାରୀ । ଆଜିକୁ ୫ ଦିନ ହୋଇଗଲା। ନା ସରୁଛି ଟଙ୍କା ଗଣା, ନା ଫୁରସତ ପାଉଛନ୍ତି ବଲାଙ୍ଗିର SBI କର୍ମଚାରୀ।

Advertisment

ଗତକାଲି ଏବଂ ଆଜି ଦୁଇଦିନ ଛୁଟିଥିବା ସତ୍ତ୍ବେ ବ୍ୟାଙ୍କ କର୍ମଚାରୀମାନେ ମଦ ବ୍ୟବସାୟୀଙ୍କଠୁ ଜବତ ବସ୍ତା ବସ୍ତା ଟଙ୍କା ଗଣି ହାଲିଆ ହୋଇଗଲେଣି। ଆଲମାରିରେ ଦୀର୍ଘଦିନ ଧରି ଟଙ୍କା ସବୁ ଗଚ୍ଛିତ ଥିବାରୁ ଏବେ ଗଣିଲା ବେଳକୁ ସେଥିରୁ ବାହାରୁଥିବା ଧୂଳି ଓ ଗନ୍ଧ ନାକେଦମ୍ କରୁଛି ସମସ୍ତଙ୍କୁ। ତେଣୁ ମାସ୍କ ଲଗାଇ ଟଙ୍କା ଗଣିବାକୁ ପଡୁଥିବା କହିଛନ୍ତି ବ୍ୟାଙ୍ଗ କର୍ମଚାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ