Odisha IAS Officer Under Scrutiny for Alleged EWS Certificate Misuse
Advertisment
ନକଲି ଆର୍ଥିକ ଅନଗ୍ରସର ସାର୍ଟିଫିକେଟ୍ ଦେଇ ହାତେଇଛନ୍ତି ଆଇଏଏସ ଚାକିରି। ତାଲିକାରେ ରହିଛି ଓଡ଼ିଶା କ୍ୟାଡର ଜଣେ ଆଇଏଏସଙ୍କ ନାଁ । କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଛି କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ବା ଡିଓପିଟି। ତେବେ କିଏ ସେହି ଆଇଏଏସ ବାବୁ। ଏବେ ସେ କେଉଁଠି କାର୍ଯ୍ୟରତ। ତାଙ୍କ ଉପରେ ହୋଇପାରେ କି ଆକ୍ସନ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us