ମୋବାଇଲ୍ ଉପଭୋକ୍ତାଙ୍କ ପାଖକୁ ଆସୁଛି ଅସଂଖ୍ୟ ଫେକ୍ ଫୋନ କଲ୍ । କାହାକୁ କେୱାଇସି ଅପଡେଟ୍ ନାଁରେ କଲ୍ ଆସୁଛି ତ ଆଉ କାହା ପାଖକୁ କଲ୍ ଆସୁଛି ଋଣର ପ୍ରଲୋଭନ ଦେଖାଇ । ଏହି ଲୋଭନୀୟ ଅଫର୍ ମୋହରେ ପଡ଼ି ବହୁ ଲୋକ ହରାଇ ସାରିଛନ୍ତି ନିଜର କଷ୍ଟ ଉପାର୍ଜିତ ଟଙ୍କା । ସେଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରି, ୬ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ଦୁର୍ଗମ ଅଞ୍ଚଳରେ ରହି କେମିତି ଲୁଟ୍ କରୁଥିଲେ । ତାହାର ଚାଞ୍ଚଲ୍ୟକର ଖୁଲାସା କରିଛି କ୍ରାଇମ୍‌ବ୍ରାଞ୍ଚ ା