Alcoholic
Advertisment
ଚନ୍ଦକା ଥାନା ସୁନ୍ଦରପୁରରେ ମେଜର ଓ ବାନ୍ଧବୀଙ୍କ ସହ ଛେଡ୍ଛାଡ୍ .. କାଲି କୋଷ୍ଟଗାର୍ଡ ଡିଆଇଜି ଓ ପତ୍ନୀଙ୍କ ସହ ଅଭଦ୍ରୋଚିତ ବ୍ୟବହାର । ରାଜଧାନୀରେ ଚରମରେ ନିଶାସକ୍ତଙ୍କ ଉତ୍ପାତ .. ରାଜରାସ୍ତାରେ କାହାକୁ ଛାଡୁନାହାନ୍ତି, କେହି ବି ବାଦ୍ ପଡୁନାହାନ୍ତି । ଗଲାକାଲି ରାତିର ଘଟଣା । ମଦ୍ୟପଙ୍କ ଦୁର୍ବ୍ୟବହାରରର ଶିକାର ପରେ ନୟାପଲ୍ଲୀ ଥାନାରେ କୋଷ୍ଟଗାର୍ଡ ଡିଆଇଜି ସତ୍ୟରଞ୍ଜନ ଦାସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us