Advertisment

ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ

ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ । ମାତ୍ର ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍ । ୨୦୦ ଅପରାଧିକ ମାମଲା, ୧୮୧ ସରକାରୀ ବାବୁ ଓ ଅନ୍ୟ ଅଧିକାରୀ ଗିରଫ. ମିଳିଲା ୧୩୧ କୋଟିର ଆୟ ବର୍ହିଭୁତ ସମ୍ପତ୍ତି । ଏଥର ଆଉ ବର୍ତ୍ତିପାରିବେନି ଦୁର୍ନୀତିଖୋର ବଡ଼ ବାବୁ । ନୂଆ ସରକାର ଆସିବା ପରେ ସକ୍ରିୟ ଭିଜିଲାନ୍ସ।

Odisha Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ