Special Story: Nepali Student Found Dead at KIIT Hostel: Safety Concerns Resurface
Advertisment
ନେପାଳୀଙ୍କ ପାଇଁ ସୁରକ୍ଷୀତ ନୁହେଁ କିଟ୍ ! ପୁଣି ଗଲା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ । ୩ ମାସ ପୂରିନି କିଟ୍ ମୃତ୍ୟୁ ତାଲିକାରେ ଲେଖା ହେଲା ଆଉ ଜଣେ ଛାତ୍ରୀଙ୍କ ନାଁ । କିଟ୍ ଛାତ୍ରଛାତ୍ରଙ୍କ ମୃତ୍ୟୁ ନେଇ ଉଠୁଛିପଡ଼ିଛି ଓଡ଼ିଶା । ପୂର୍ବରୁ ଜଣେ ଛାତ୍ରୀଙ୍କ ହଷ୍ଟେଲରେ ମୃତ୍ୟୁ ହେବାକୁ ନେଇରାଜନୀତି ଜୋର ଧରିଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us