Advertisment

ଖୋଲିଲା ନବ ହତ୍ୟା ପଛର ଗୁମର

ନବଙ୍କ ହତ୍ୟା ପାଇଁ ଲେଖାଯାଇଥିଲା କ୍ରାଇମ୍‌ ସ୍କ୍ରିପ୍ଟ୍‌ ! ମୃତ୍ୟୁ ପାଇଁ କାହାଣୀ ଲେଖୁଥିଲେ ତିନି ତିନିଜଣ ପ୍ରଡ୍ୟୁସର ! ପ୍ଲାନିଂ ଅନୁସାରେ ସବୁ କିଛି ଠିକ୍‌ ଠାକ୍‌ ହେଲା । ଆଉ ନବ ମୃତ୍ୟୁ ମିଶନରେ ସଫଳ ହେଲେ ଷଡ଼ଯନ୍ତ୍ରକାରୀ ।

Advertisment

ନବଙ୍କ ହତ୍ୟା ପାଇଁ ଲେଖାଯାଇଥିଲା କ୍ରାଇମ୍‌ ସ୍କ୍ରିପ୍ଟ୍‌ ! ମୃତ୍ୟୁ ପାଇଁ କାହାଣୀ ଲେଖୁଥିଲେ ତିନି ତିନିଜଣ ପ୍ରଡ୍ୟୁସର ! ପ୍ଲାନିଂ ଅନୁସାରେ ସବୁ କିଛି ଠିକ୍‌ ଠାକ୍‌ ହେଲା । ଆଉ ନବ ମୃତ୍ୟୁ ମିଶନରେ ସଫଳ ହେଲେ ଷଡ଼ଯନ୍ତ୍ରକାରୀ । ଏଠି ଆମେ କହୁଥିବା ସ୍କ୍ରିପ୍ଟ୍‌ ରାଇଟର ଏବଂ ପ୍ରଡ୍ୟୁସର ଆଉ କେହି ନୁହଁନ୍ତି, ବାରମ୍ବାର ବିବାଦକୁ ଆସୁଥିବା ଜଣେ IAS, ଜଣେ IPS ଆଉ ଜଣେ ସେତେବେଳର ବିଧାୟକ । ଯିଏ କି ନବଙ୍କୁ ରାସ୍ତାରୁ ହଟାଇବାକୁ ପୂରା ପ୍ଲାନ୍‌ କରିସାରିଥିଲେ । ଆଉ ପରେ ସମୟ ଦେଖି ଗୋପାଳ ଦ୍ୱାରା ନବଙ୍କ ଜୀବନ ନେଇଛନ୍ତି । ଏପରି କଥା ଆମେ କହୁନୁ, କହିଛନ୍ତି ଖୋଦ୍‌ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଘଟଣା ପଛରେ ତିନି ତିନି ଜଣଙ୍କ ହାତ ରହିଥିବା ସେ ଖୁଲମଖୁଲା ଅଭିଯୋଗ ଆଣିଛନ୍ତି ।

Advertisment
Murder Case Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ