Advertisment

ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଦର୍ଶା ଯାଇଥିବା ହତ୍ୟା କାରଣକୁ ନେଇ ଚର୍ଚ୍ଚା

ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।

Advertisment

ନବ ଦାସ ହତ୍ୟା ଅଭିଯୁକ୍ତ ଗୋପାଳର ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟରେ ଦର୍ଶା ଯାଇଥିବା ହତ୍ୟା କାରଣକୁ ନେଇ ଚର୍ଚ୍ଚା । ଗୋପାଳର ପଲିଗ୍ରାଫ୍ ରିପୋର୍ଟ ଆସିବା ପରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ନବ ଦାସଙ୍କ ଜଣେ ଲୋକ ମନୋଜ ବରିଆ ଯିଏ ଗୋପାଳଙ୍କୁ ନବ ରାଗିଥିବା କହିଥିଲେ । ଏହି କଥା ପଲିଗ୍ରାଫ୍ ଟେଷ୍ଟରେ ଉଲ୍ଲେଖ ରହିଛି । ଗୋପାଳ ନିଜ ବଡ଼ ଭାଇ ସହ ଥିବା ବେଳେ ମନୋଜ କହିଥିଲେ କି ଦାଦା ତୁମ ଉପରେ ରାଗିଛନ୍ତି। ତୁମେ ଅର୍ଥାତ ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।

Advertisment
Crime Branch
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ