Advertisment

OYOରେ ଯୁବତୀଙ୍କ ମୃତ୍ୟୁ; ଡେଇଁପଡିଲେ ନା ବୟଫ୍ରେଣ୍ଡ ଠେଲିଦେଲେ ?

ଭୁବନେଶ୍ବରର ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମାଆଙ୍କ ଚାଞ୍ଚଲ୍ୟକର ବୟାନ । ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ ।

Advertisment

ଭୁବନେଶ୍ବରର ହୋଟେଲରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ମାଆଙ୍କ ଚାଞ୍ଚଲ୍ୟକର ବୟାନ । ଛାତରୁ ପଡ଼ି ନୁହେଁ, ଝିଅକୁ ଛାତରୁ ଠେଲିଦେଇ ହତ୍ୟା କରାଯାଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀଙ୍କ ମାଆ । ପୁରୁଷ ବନ୍ଧୁଙ୍କ ସହ ଝଗଡ଼ା ପରେ ଝିଅକୁ ଠେଲି ଦେଇ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।

Advertisment
Bhubaneswar Girl Found Dead Oyo Hotels
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ