Advertisment

Miscreant Hurls Bomb : ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ

ଭବାନୀପାଟଣାରେ ଚାଞ୍ଚଲ୍ୟ । ଚଳନ୍ତା ସ୍କୁଟି ଉପରେ ବୋମାମାଡ଼ । ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ।

Advertisment

ଲୁଟ୍ ପାଇଁ ବୋମା ଫିଙ୍ଗିଲେ, ହାଣିଲେ । ଭବାନୀପାଟଣା ଟାଉନ ଥାନା ମହାବୀର ପଡ଼ିଆ ନିକଟରେ ଆତଙ୍କ ରଚିଛନ୍ତି ଲୁଟେରା । ବାଇକରେ ୩ ଲକ୍ଷ ନେଇ ଯିବା ବେଳେ ବ୍ୟବସାୟୀଙ୍କ ଉପରକୁ ବୋମା ଫିଙ୍ଗି ଚମ୍ପଟ୍ ମାରିଛନ୍ତି । ଜଣେ ଅଭିଯୁକ୍ତକୁ ସ୍ଥାନୀୟ ଲୋକ କାବୁ କରି ପୋଲିସର ଜିମା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଛାନବିନ ଚଳାଇଛି ପୋଲିସ । 

Advertisment
Odisha Kalahandi Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ