ଅଦ୍ୟତନ ହୋଇଛି
MGNREGA ଟଙ୍କା ହଡ଼ପ ପାଇଁ ମହିଳା ବେଶଧାରୀ ପୁରୁଷଙ୍କ ଚାଲ୍
Advertisment
କର୍ଣ୍ଣାଟକରେ MGNREGA ଟଙ୍କା ହଡ଼ପ ପାଇଁ ମହିଳା ବେଶଧାରୀ ପୁରୁଷଙ୍କ ଚାଲ୍ । ନିଜକୁ ସଜାଇଥିଲେ ନାରୀ ବେଶରେ । ଶାଢ଼ୀ ପିନ୍ଧି ଫଟୋ ଉଠାଇଥିଲେ । ଶେଷରେ ଧରାପଡ଼ିଗଲା ସବୁ ଚାଲ୍ । ୟାଦଗିର, ମଲହାର ଗାଁରୁ ସାମ୍ନାକୁ ଆସିଛି ଏଭଳି ଚିତ୍ର । ଯେଉଁଠି ପୁରୁଷମାନେ ମହିଳା ବେଶ ଧାରଣ କରି ଫଟୋ ଉଠାଇବା ସହ ମୋଟ 3 ଲକ୍ଷ MGNREGA ଟଙ୍କା ଦାବି କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us