Advertisment

Meerut Murder Case: ପତିହନ୍ତା ମୁସ୍କାନ ଜେଲରେ ଥାଇ ଗର୍ଭବତୀ

ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀକୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିବା ମୁସ୍କାନ ଏବେ ଜେଲ୍‌ରେ ଥାଇ ଗର୍ଭବତୀ ।

Advertisment

ବହୁଚର୍ଚ୍ଚିତ ମର୍ଚ୍ଚାଣ୍ଟ ନେଭି ସୌରଭ ରାଜପୁତ ହତ୍ୟା ମାମଲା । ସ୍ୱାମୀକୁ ହତ୍ୟା ପରେ ଶରୀରକୁ ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିଥିବା ମୁସ୍କାନ ଏବେ ନିଜ ପ୍ରେମିକ ସାହିଲ ସହ ମୀରଟ ଜେଲରେ ଅଛନ୍ତି । ତେବେ ଜେଲ୍‌ରେ ଥିବାବେଳେ ମୁସ୍କାନ ବର୍ତ୍ତମାନ ଗର୍ଭବତୀ ଚିହ୍ନଟ ହୋଇଛନ୍ତି । ରୁଟିନ୍ ମେଡିକାଲ ଚେକ୍-ଅପ୍ ସମୟରେ ତାଙ୍କର ପ୍ରେଗନେନ୍ସି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି ।

Advertisment
Murder Uttar Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ