Advertisment

ବ୍ଲୁ ଡ୍ରମ୍ କଥା ଭାବି ଝାଳ ନାଳ ହେଉଛନ୍ତି ସ୍ୱାମୀ, କିଣିଲେ ଦେଖାଇବାକୁ ପଡ଼ୁଛି ଆଧାରକାର୍ଡ

ମାର୍କେଟରେ ବ୍ଲୁ ଡ୍ରମ୍ ଆତଙ୍କ । କିଣିବା କଥା ଭାବି ଝାଳ ନାଳ ହେଉଛନ୍ତି ସ୍ୱାମୀ । ବିକ୍ରି ନହୋଇ ଗୋଦାମରେ ପଡିରହୁଛି ଡ୍ରମ୍ । କିଣିଲେ ଦେଖାଇବାକୁ ପଡ଼ୁଛି ଆଧାରକାର୍ଡ ।

ଅଦ୍ୟତନ ହୋଇଛି
Advertisment

ମାର୍କେଟରେ ବ୍ଲୁ ଡ୍ରମ୍ ଆତଙ୍କ । କିଣିବା କଥା ଭାବି ଝାଳ ନାଳ ହେଉଛନ୍ତି ସ୍ୱାମୀ । ବିକ୍ରି ନହୋଇ ଗୋଦାମରେ ପଡିରହୁଛି ଡ୍ରମ୍ । କିଣିଲେ ଦେଖାଇବାକୁ ପଡ଼ୁଛି ଆଧାରକାର୍ଡ । ଦର୍ଶକବନ୍ଧୁ ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ କଥାଟି ସତ । ମୀରଟରେ ସୌରଭ ରାଜପୁତଙ୍କ ହତ୍ୟା କରି ଶରୀରକୁ ୧୮ ଖଣ୍ଡ କରିଦେଖିଲା ତାଙ୍କ ସ୍ତ୍ରୀ ମୁସ୍କାନ ଓ ତା ପ୍ରମିକ ସାହିଲ । ତା'ପରେ ଶରୀରକୁ ଏକ ନୀଳ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ପ୍ଲାଷ୍ଟର କରିଦେଇଥିଲା । ଏହି ଭୟଙ୍କର ହତ୍ୟାକାଣ୍ଡ ପରେ ବଜାରରେ ବିକ୍ରି ନହୋଇ ପଡ଼ି ରହୁଛି ନୀଳ ଡ୍ରମ । ଯେଉଁଥିପାଇଁ ଚିନ୍ତାରେ ପଡ଼ିଗଲେଣି ବ୍ୟବସାୟୀ । 

Advertisment
Murder Uttar Pradesh Drums
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ