ଅଦ୍ୟତନ ହୋଇଛି
Nayagarh Murder
Advertisment
ପୁତ୍ରହନ୍ତା ପିତା କଲା ପୁଅ ହତ୍ୟାର ସିନ୍ ରିକ୍ରିଏସନ । କେବେଠୁ ଦୁଇ ପୁଅଙ୍କ ହତ୍ୟାର ରଚିଥିଲା ଷଡ଼ଯନ୍ତ୍ର, କେମିତି କରିଥିଲା ମର୍ଡର୍ ସବୁର ଟିକିନିଖି ଚିତ୍ର ଦୋହରାଇଛି ପିଶାଚ ବାପା । ଘରର ସେ ଶିଡ଼ି ଘର ତଳକୁ ନେଇ ସତ ବାହାର କରିଛି ପୋଲିସ । କେବଳ ବାପା ନୁହେଁ, ମମତାର ମୁଖା ପିନ୍ଧିଥିବା ଜେଜେମାଆ ବି ନାତି ହତ୍ୟାର ସେ କଳା କାହାଣୀକୁ ବଖାଣିଛି । ଦ୍ୱିତୀୟ ବିବାହର ଇଚ୍ଛା କିପରି ଜଣେ ବାପାକୁ ସୈତାନ ସଜାଇ ପାରେ, ସେ କଳାଫର୍ଦ୍ଦର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ଟିମ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us