Advertisment

ମହାକୁମ୍ଭକୁ ନେଲା, ସ୍ତ୍ରୀକୁ ମାରିଲା

ଫେବ୍ରୁଆରୀ ୧୯ ତାରିଖ ସକାଳେ ଘଟଣା ସଂପର୍କରେ ଖବର ପାଇ ପ୍ରୟାଗରାଜ ପୁଲିସ୍ ସେଠାରେ ପହଞ୍ଚିଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ତାଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବା ସହିତ ଖବରକାଗଜରେ ପ୍ରକାଶ କରିଥିଲା।

Advertisment

ସୈତାନ ସ୍ୱାମୀ ...। ସ୍ତ୍ରୀ ସହ ପ୍ରୟାଗରାଜ ଗଲା, ସଙ୍ଗମରେ ବୁଡ ପକାଇଲା.. ଆଉ ରୁମକୁ ଫେରି ସ୍ତ୍ରୀକୁ ମର୍ଡର କଲା । ଏଥିପାଇଁ ସେ ୩ ମାସ ଧରି ରଚିଥିଲା ପ୍ଲାନ, ଆଉ ପ୍ରୟାଗରାଜରେ ଖେଳିଥିଲା ରକ୍ତର ହୋଲି। ମୃତ ମହିଳାଙ୍କ ନାଁ ମୀନାକ୍ଷୀ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ଅଶୋକ କୁମାର। ସେମାନେ ଦିଲ୍ଲୀର ତ୍ରିଲୋକପୁରୀରେ ରହୁଥିଲେ।

Advertisment
Maha Kumbh Mela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ