ଅଦ୍ୟତନ ହୋଇଛି
Raid
Advertisment
ଚାଲିଛି ଚଢ଼ାଉ, ଖୋଜାଯାଉଛି ନିଶାଦ୍ରବ୍ୟ । ବେପାର ପାଇଁ ଯୁବପିଢ଼ିଙ୍କୁ ଟାର୍ଗେଟ୍ କରୁଛନ୍ତି ନିଶା ବେପାରୀ । ଗୋଟି ଗୋଟି କରି ସବୁ ଜାଗା ତନଖି ଦେଖୁଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ । ପଟିଆ ଅଞ୍ଚଳରେ ଥିବା ବେସରକାରୀ ଶିକ୍ଷାନୁଷ୍ଠାନ ନିକଟରେ ନିଶାମୁକ୍ତ ଅଭିଯାନକୁ ଜୋରଦାର କରିଛି କମିଶନରେଟ ପୋଲିସ । ବେଆଇନ ନିଶା ଦ୍ରବ୍ୟ ଜବତ କରିବା ସହ କିଛି ବ୍ୟବସାୟୀଙ୍କୁ ଉଠାଇ ନେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us