Advertisment

ଘରେ ଦୁଇ ଘରବାଲି ଓ ବାହାରେ ବାହାରବାଲି…

ଆଉ ଗର୍ଲଫ୍ରେଣ୍ଡ ପାଇଁ ଉଡାଉଥିଲା ବିଡାବିଡ଼ା ଟଙ୍କା। ଏମିତି ହାଇଫାଇ ଲାଇଫ ଷ୍ଟାଇଲ୍‌ ଜିଉଁଥିଲା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିଥିବା ସ୍ପାଇଡର ଚୋର।

Advertisment

ଘରେ ଦୁଇ ଘରବାଲି ଓ ବାହାରେ ପ୍ରେମିକା। ଦୁଇ ପତ୍ନୀଙ୍କ ମନୋରଞ୍ଜନ ପାଇଁ ଦୁଇ ଲକ୍ଷ ଟଙ୍କା ଦେଇ କୁକୁର ଆଣିଥିଲା। ଆଉ କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ୍‌ ଆଣିଥିଲା। ପ୍ରତି ମାସ କୁକୁର ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲା। ଆଉ ଗର୍ଲଫ୍ରେଣ୍ଡ ପାଇଁ ଉଡାଉଥିଲା ବିଡାବିଡ଼ା ଟଙ୍କା। ଏମିତି ହାଇଫାଇ ଲାଇଫ ଷ୍ଟାଇଲ୍‌ ଜିଉଁଥିଲା କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟିଥିବା ସ୍ପାଇଡର ଚୋର।

Advertisment
Bhubaneswar Niranjan Patnaik Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ