Advertisment

ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି

ଟେରା କରୁଛି ଠକ ଯୋଡ଼ିଙ୍କ ଗାଡ଼ିଘୋଡ଼ା ସହ କୋଠାବାଡ଼ି । ଏଯାଏଁ ମିଳିଲାଣି ନଗଦ କ୍ୟାସରେ କିଣାଯାଇଥିବା ୭ ବିଳାସପୂର୍ଣ୍ଣ କାର୍ । ୧୨ ଦିନର ଖୋଳତାଡ଼ ଭିତରେ ଶହେ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ । ଆଗକୁ ଖୋଲିପାରେ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍ । ପୋଲିସ କମିଶନରଙ୍କ ଇସାରା ପରେ ଜୋର୍ ଧରିଲା ଚର୍ଚ୍ଚା ।

Fraudsters Luxury Car
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ