Advertisment

ପ୍ରେମ ସପ୍ତାହରେ...ପ୍ରେମିକକୁ ଜାଳି ମାରିଲା ପ୍ରେମିକା !

ସେଦିନ ଥିଲା ଫେବ୍ରୁଆରୀ ୩ ତାରଖ, ତା’ ପ୍ରେମର ନିଆଁରେ ମୋ ପୂରା ଶରୀରକୁ ଜାଳିପୋଡ଼ି ନଷ୍ଟ କରିଦେଲା

Advertisment

ପ୍ରେମ ସପ୍ତାହରେ ମୋ ଜୀବନ ପ୍ରେମ ପାଇଁ ଚାଲିଗଲା... ମୁଁ ଜିଅନ୍ତା ଜଳିଲି... ଆଉ ମତେ କଲବଲ କରି ଜାଳିଜାଳି ଚାଲିଲା ମୋ ପ୍ରେମିକା... ପ୍ରତିଟି ମୂହୁର୍ତ୍ତ ହୃଦୟର ଯନ୍ତ୍ରଣା ଭିତରେ ମତେ ସେ ତିଳତିଳ କରିମାରୁଥିଲା... ନାଁକୁ ସିନା ପ୍ରେମିକ ସାଜିଥିଲା... ହେଲେ ପ୍ରତାରଣାର ନିଆଁ ମତେ କେବେଠୁ ଜାଳି ମାରିସାରିଥିଲା... ଏ ଦୁନିଆଁ ପାଇଁ ମୁଁ ଜୀବନ୍ତ ମଣିଷଟିଏ ଥିଲି... ହେଲେ କେବେଠୁ ମତେ ମାରିଦିଆଯାଇଥିଲା... ଶେଷରେ ପ୍ରେମିକାର ଘର ଆଗରେ ଏ ପ୍ରେମିକଟା ଜଳିଜଳି ମରିଗଲା... ସେଦିନ ଥିଲା ଫେବ୍ରୁଆରୀ ୩ ତାରଖ, ତା’ ପ୍ରେମର ନିଆଁରେ ମୋ ପୂରା ଶରୀରକୁ ଜାଳିପୋଡ଼ି ନଷ୍ଟ କରିଦେଲା... କିଛି ଲୋକ ମତେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ... ହେଲେ ମୋ ଅବସ୍ଥା ଗୁରୁତର ହେବାରୁ ପୁଣି କଟକ ମେଡିକାଲକୁ ନେଇଗଲେ ମତେ... ସେଠାରେ ଜୀବନ ସହ ଯୁଦ୍ଧ କଲି... ଆଉ ଠିକ୍‌ ୮ ଦିନ ପରେ ଆଖିବୁଜିଲି...

Advertisment
Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ