Throat Slit
Advertisment
ବିଭତ୍ସ, ଲୋମଟାଙ୍କୁରା, ଅମାନୁଷିକ। ଲଭ ଜିହାଦ ପାଇଁ ପ୍ରେମିକ ପାଲଟିଗଳା ସୈତାନ। ସହିପାରିଲାନି ଧୋକା। ଯାହାକୁ ଜୀବନରୁ ଅଧିକ ଭଲ ପାଉଥିଲା ତା’ର ନେଇଗଲା ଜୀବନ। ରାତି ଅଧରେ ପାଚେରୀ ଡେଇଁ ପ୍ରେମିକାର ଘରେ ପଶିଲା। ଆଉ ଧାରୁଆ ଅସ୍ତ୍ରରେ ତା’ର ଗଳା କାଟିଦେଲା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us