Special Story: Live Cobra Used in Wedding Dance Sparks Wildlife Law Violation in Odisha
Advertisment
ବାଜୁଥିଲା ବାଜା, ଚାଲିଥିଲା ରୋଷଣୀ । ମୁଣ୍ଡରେ ସତ ସତିକା ନାଗକୁ ଧରି ନାଗିନ୍ ଡ୍ୟାନ୍ସ କରୁଥିଲେ ବରଯାତ୍ରୀ । ଡିଜେର ତାଳେ ତାଳେ ନାଚୁଥିଲେ ସମସ୍ତେ । ନାଗକୁ ଧରିଥିଲେ କିନ୍ନର, ଆଉ ଖେଳାଉଥିଲେ ଯୁବକ । ସୋସିଆଲ ମିଡିଆରେ ଏହି ଭିଡିଓକୁ ସମ୍ପୂର୍ଣ୍ଣ ଭାବେ ଦେଖାଇବା ଆମ ପକ୍ଷେ ସମ୍ଭବପର ନୁହେଁ । ଯାହାକି ବନ୍ୟପ୍ରାଣୀ ଆଇନ ଆନୁସାରେ ଏହା ଅପରାଧ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us