Late Night Firing in Bhubaneswar’s Pitapalli: One Dead, One Critical
Advertisment
ଭୁବନେଶ୍ବର ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଫୁଟିଲା ଗୁଳି । ପିତାପଲି ଅଞ୍ଚଳରେ ବିଳମ୍ବିତ ରାତିରେ ଫୁଟିଥିଲା ଯେଉଁଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁଳି ଫୁଟାଇ ଆତଙ୍କ ରଚାଇ ଥିବା ଯୁବକ ପାଣିଓଳା ଅଞ୍ଚଳର ଦିପୁ ବୋଲି ଜଣା ପଡିଛି l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us