Advertisment

ଛୁଆ ପାଇଁ ଡାକ୍ତରାଣୀ ବୋହୂକୁ ମାରିଦେଲେ ଶାଶୁଘର ଲୋକ

ଯୋଜନାବଦ୍ଧ ହତ୍ୟାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ । ସମସ୍ତଙ୍କୁ ଲାଗୁଥିଲା ଆକ୍ସିଡେଣ୍ଟ, ହେଲେ ଥିଲା ପ୍ରି-ପ୍ଲାନ ମର୍ଡର। ଡାକ୍ତରାଣୀ ବୋହୂକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ ଶାଶୁ, ଶ୍ୱଶୂର ଓ ଖୋଦ୍‌ ସ୍ୱାମୀ । ହତ୍ୟାକାଣ୍ଡର ସପ୍ତାହ ପରେ ଉଠିଛି ପରଦା । ସାମ୍ନାକୁ ଆସିଛି ଲେଡି ଡକ୍ଟର ରେଣୁକା ମର୍ଡର ମିଷ୍ଟ୍ରି ।

Advertisment

ଯୋଜନାବଦ୍ଧ ହତ୍ୟାକୁ ଦିଆଯାଇଥିଲା ଦୁର୍ଘଟଣାର ରୂପ । ସମସ୍ତଙ୍କୁ ଲାଗୁଥିଲା ଆକ୍ସିଡେଣ୍ଟ, ହେଲେ ଥିଲା ପ୍ରି-ପ୍ଲାନ ମର୍ଡର। ଡାକ୍ତରାଣୀ ବୋହୂକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ ଶାଶୁ, ଶ୍ୱଶୂର ଓ ଖୋଦ୍‌ ସ୍ୱାମୀ । ହତ୍ୟାକାଣ୍ଡର ସପ୍ତାହ ପରେ ଉଠିଛି ପରଦା । ସାମ୍ନାକୁ ଆସିଛି କର୍ଣ୍ଣାଟକର ଲେଡି ଡକ୍ଟର ରେଣୁକା ମର୍ଡର ମିଷ୍ଟ୍ରି ।

Advertisment
Karnataka Lady Doctor Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ