Kolkata Rape-Murder
Advertisment
ରାକ୍ଷସ... ଏ କେବଳ ରାକ୍ଷସ ନୁହେଁ... ନର ରାକ୍ଷସ । ୟାର ଇତିହାସ ଶୁଣିଲେ ନିଶ୍ଚୟ ଆପଣ ମୁଣ୍ଡରେ ହାତ ଦେବେ । ଆଉ ୟା’ର କଳା କାହାଣୀ ଜାଣିଲେ ଆପଣଙ୍କ ରକ୍ତ ଗରମ ହୋଇଯିବ । ଏ ହେଉଛି କୋଲକାତା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ । ଯାହାକୁ ପୋଲିସ ପ୍ରଥମେ ଗିରଫ କରି ଗୁଡ଼ାଇତୁଡ଼ାଇ ପ୍ରଶ୍ନ ପ୍ରଚାରିଛି । ଆଉ ଏବେ ସିବିଆଇ ପାଳି । ବାବୁ ଜଣକ ଏମିତି ସେମିତି ନୁହେଁ, ତାଙ୍କର ଥିଲା ବିବାହ ସଉକ । ଚାରି ଚାରି ଜଣ ଯୁବତୀଙ୍କୁ ଏ ରାକ୍ଷସ ବିବାହ କରିଥିଲା । ମଦ ପିଇ ମାଡ଼ ମାରୁଥିଲା । ଆଉ ଜଣକ ପରେ ଜଣେ ଯୁବତୀଙ୍କୁ ଘରୁ ତଡ଼ି ଦେଉଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us