KIIT Student Suicide Row
Advertisment
କିଟ୍ କାଣ୍ଡକୁ ନେଇ ଥମୁନି ତାତି
କିଟ୍ କାଣ୍ଡକୁ ନେଇ ଥମୁନି ତାତି । କ୍ୟାମ୍ପସରୁ ଆସେମ୍ବ୍ଲି, ଓଡ଼ିଶାରୁ ନେପାଳ.. ସବୁଠି ଅସନ୍ତୋଷ, ସବୁଠି ବିରୋଧ। ଏପରିକି କିଟ୍ ମୁଖ୍ୟ ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଗିରଫଦାରି ଦାବି କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନ। ଏଣେ ଅଚ୍ୟୁତ କିନ୍ତୁ ଏହି ପ୍ରସଙ୍ଗରେ ଏଯାଏଁ ମୁହଁ ଖୋଲିବାକୁ ନାରାଜ। ଏହାରି ଭିତରେ ଆଜି ନେପାଳୀ କାଉନସେଲରଙ୍କ ସହ କଥା ହୋଇ ମୃତ ଛାତ୍ରୀଙ୍କୁ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us