""
ଅପରାଧ Videos ରାଣୀଙ୍କ ବଙ୍ଗଳାରେ ହୋଇଥିଲା ଷଡ଼ଯନ୍ତ୍ର! ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲା । ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ଖଲ୍ଲିକୋଟରେ ଘଟିଛି ରାଜନୈତିକ ହିଂସାକାଣ୍ଡ । ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଗିରଫ। ଥାନା ଘେରିବାକୁ ଯାଇଥିବା ଜନତା ଉପରେ ପୋଲିସର ଲାଠିଚାର୍ଜ। 17 May 2024 14:47 ISTPallipuspa Samal Follow UsBJP leader's deathAdvertisment Read More Khallikote