Advertisment

୫ ବର୍ଷ ହେଲା ଲୁଚିଥିଲା, ପୋଲିସ କେମିତି ଜାଣିପାରୁନଥିଲା ?

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ ।

Advertisment

ଆତଙ୍କୀ ରାଡାରରେ ରହିଛି କି ସାଂପ୍ରଦାୟିକ ଭେଦଭାବ ଶୂନ୍ୟ ଓଡ଼ିଶା ? ଶାନ୍ତିପ୍ରିୟ ରାଜ୍ୟ ବୋଲି ଏହାକୁ ସୁରକ୍ଷିତସ୍ଥଳ ବାଛିନେଇଛନ୍ତି କି ସନ୍ଦିଗ୍ଧ ବ୍ୟକ୍ତି ? କାରଣ ଗତକିଛି ବର୍ଷ ହେଲା ରାଜ୍ୟ ଭିତରୁ ଧରାହେଲେଣି ଅନେକ ସନ୍ଦିଗ୍ଧ ଆତଙ୍କୀ । ଆଉ ଏହି ଧାରାରେ ଆଜି ଜଣେ ସନ୍ଦିଗ୍ଦ କାଶ୍ମୀର ଆତଙ୍କୀ ବନ୍ଧା ହେବା ପରେ ରାଜ୍ୟରେ ଏବେ ହଇଚଇ । ଯିଏ ୨୦୧୮ରୁ ଯାଜପୁର ଧର୍ମଶାଳାରେ ଛଦ୍ମବେଶରେ ରହୁଥିଲା । ତା’ସହ ପାକିସ୍ତାନର ISI ଏବଂ କେରଳର ଦେଶ ବିରୋଧୀ ତତ୍ତ୍ୱଙ୍କ ସହ ଲିଙ୍କରେ ରହି ଜାରି ରଖିଥିଲା ନେଟୱାର୍କ । ଯାହାର ଖୁଲାସା କରିବା ସହ ବିଚାର ବିଭାଗୀୟ ହାଜତକୁ ପଠାଇଛି କ୍ରାଇମବ୍ରାଞ୍ଚ ।

Advertisment
Crime Branch Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ