ମହିଳା ସାମ୍ବାଦିକ ମଧୁମିତା ମୃତ୍ୟୁ ଘଟଣା। ପରିବାରର ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ଏପରି ସମୟରେ ମଧୁମିତା ବାପାଙ୍କ ଏହି ବୟାନ କେବଳ ମଧୁମିତାଙ୍କ ସ୍ୱାମୀ ଶ୍ରୀଧରଙ୍କୁ ନୁହେଁ ଏହି ମୃତ୍ୟୁ ଘଟଣା ପଛରେ ତାଙ୍କ ସହ ଆନ୍ୟ କିଛି ଝିଅଙ୍କ ସମ୍ପୃକ୍ତି ଥିବା ମଧ୍ୟ ଖୋଲା ଖୋଲି କହିଛନ୍ତି । ଖାଲି ଏତିକି ଯେ ତାହା ନୁହେଁ, ଏଥିରେ ଶ୍ରୀଧରଙ୍କ ଭାଇଙ୍କ ହତଥିବା ମଧ୍ୟ ସେ ଆଣିଛନ୍ତି ଅଭିଯୋଗ ।