Advertisment

ଉପଜିଲ୍ଳାପାଳଙ୍କ କଳା କାହାଣୀ

ଦୁଇଦିନ ତଳେ ଉପ-ଜିଲ୍ଳାପାଳ ଥିଲେ । ଏବେ କିନ୍ତୁ ଭବାନୀପାଟଣା ଜେଲରେ ବିଚାରଧିନ ବନ୍ଦୀ । ଏ ହେଉଛନ୍ତି କଳାହାଣ୍ଡି ଜିଲ୍ଳା ଧର୍ମଗଡ ଉପଖଣ୍ଡର ଉପ-ଜିଲ୍ଳାପାଳ ତଥା ଯୁବ IAS ଅଫିସର ଧିମାନ ଚକମା । ଅଫିସରରୁ କେମିତି ପାଲଟିଗଲେ ଅଭିଯୁକ୍ତ ? କ’ଣ ଥିଲା ବ୍ଳାକଡିଲର ଭିତିରି କଥା ? ଭଲକରି ଦେଖନ୍ତୁ, କଳାହାଣ୍ଡି ଖଣି ବିଭାଗର ଉପ-ନିର୍ଦେଶକଙ୍କର ଇଏ ଚିଠିକୁ ।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ