Advertisment

ସ୍ୱାମୀ ପାଲଟିଲା ପିଶାଚ

ପ୍ରଥମେ ପାଟି ତୁଣ୍ଡ। ତା’ପରେ ପିଟାପିଟି ଓ ପରେ ହତ୍ୟ। ସାତ ଜନ୍ମ ପାଇଁ ସାଥୀ କରିଥିବା ସ୍ତ୍ରୀକୁ ଭୁଲିଗଲା ସ୍ୱାମୀ। ରାଗ ଆଗରେ ଫିକା ପଡିଗଲା ସମ୍ପର୍କ। ସାମାନ୍ୟ କଥାକୁ ନେଇ ମୁଣ୍ଡକୁ ପିତ ଚଢ଼ିଗଲା। ଭୁଲିଗଲା ହିତାହିତ ଜ୍ଞାନ। ଘଟାଇଲା ବିଭତ୍ସକାଣ୍ଡ। ସ୍ୱାମୀରୁ ପାଲଟିଗଲା ପିଶାଚ।

Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ