ଅଦ୍ୟତନ ହୋଇଛି
Special Story: Wife’s Night Fight, Husband’s Daylight Blast: Bomb Rocks 3 Homes After Dispute
Advertisment
ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ବି ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡାରେ ଘଟିଛି ଏଭଳି ଘଟଣା । ସ୍ତ୍ରୀ ସହ କଳହ କରିବା ପରେ ଏପରି କାଣ୍ଡ ଭିଆଇଛି ସ୍ୱାମୀ । କୁଶପଡା ଗ୍ରାମରେ ସୁରେନ୍ଦ୍ର ଦୋରା ଏବଂ ତାଙ୍କ ସ୍ତ୍ରୀ ଭଡା ଘରେ ରହୁଥିଲେ । କୌଣସି କାରଣ ଯୋଗୁଁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ରାତିରେ ଝଗଡ଼ା ହୋଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us