Nikki-dowry-death-case-husband-beat-then-burnt-her
Advertisment
ଅନ୍ଧ କରିଦେଲା ଯୌତୁକ ଲୋଭ। ଆଖିକୁ କିଛି ଦେଖାଗଲାନି। ହାତ ଧରି ବାହା ହୋଇଥିବା ସ୍ତ୍ରୀକୁ ବି ଚାହିଁଲାନି ସ୍ୱାମୀ। ମା’ କଥାରେ ପଡି ପୁଅ ପାଲଟିଗଲା ପିଶାଚ। ଆଉ ନରରାକ୍ଷାସ ପାଲଟିଗଲେ ଶାଶୁ ଘର ଲୋକ। ଯାହାକୁ ଘରର ଲକ୍ଷ୍ମୀ କରି ଆଣିଥିଲେ ତା’ଉପରେ ହିଁ କରିଲେ ଅକଥନୀୟ ଅତ୍ୟାଚାର। ମାଡ଼ ମାରିଲେ, ରକ୍ତ ବୁହାଇଲେ। ପୁଅ ଆଗରେ ମା’ ଉପରେ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜଳିଦେଲା ସ୍ୱାମୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us