killer Thar SUV
Advertisment
ମା’ ଝିଅଙ୍କ ଜୀବନ ନେଲା କିଲର୍ ଥାର୍ ଗାଡ଼ି । ଏହି ଗାଡ଼ିଟି ଏବେ ଜଟଣୀ ଥାନା ପରିସରରେ ରହିଛି। ତେବେ ଏହାର ମାଲିକଙ୍କ ପରିଚୟ ମିଳି ସାରିଥିବା ବେଳେ ତାଙ୍କ ପତ୍ତା ପାଉନି ପୋଲିସ୍। ତାଙ୍କ ମୋବାଇଲ ସୁଇଚ ଅଫ୍ ଥିବା ବେଳେ ପୋଲିସ୍ ଘନଘନ ଚଢ଼ାଉ କରୁଛି।