Advertisment

କାଳ ସାଜିଲା ହନିମୁନ୍; ବର ମୃତ, କନ୍ୟାର ମିଳୁନି ପତ୍ତା

ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ବାହାଘର ପରେ ଦୁହେଁ ନିଜର ହନିମୁନ୍ କାଟିବା ପାଇଁ ଗତ ମେ ୨୦ରେ ଯାଇଥିଲେ ମେଘର ସହର ମେଘାଳୟ । କିନ୍ତୁ ଏବେ ଘର ସାମ୍ନାରେ ଲାଗିଛି ପ୍ରତିବାଦର ପୋଷ୍ଟର ।

Advertisment

ଇନ୍ଦୋରର ନବଦମ୍ପତ୍ତି ରାଜ୍ ରଘୁବଂସୀ ଓ ସୋନମ୍ । ବାହାଘର ପରେ ଦୁହେଁ ନିଜର ହନିମୁନ୍ କାଟିବା ପାଇଁ ଗତ ମେ ୨୦ରେ ଯାଇଥିଲେ ମେଘର ସହର ମେଘାଳୟ । କିନ୍ତୁ ଏବେ ଘର ସାମ୍ନାରେ ଲାଗିଛି ପ୍ରତିବାଦର ପୋଷ୍ଟର । ପୋଷ୍ଟରରେ ଲେଖା ଅଛି ମୁଁ ମରିନି, ମତେ ହତ୍ୟା କରାଯାଇଛି। I Didn’t Die, I Was Killed । ଇନ୍ଦୋରର ଏ ଖବର ଏବେ ସବୁ ଆଡେ ଚର୍ଚ୍ଚାରେ ରହିଛି । ନବଦମ୍ପତ୍ତି ମେଘାଳୟ ଯିବାର ୩ ଦିନ ପରେ ନିଖୋଜ୍ ହୋଇ ଯାଇଥିବା ଜଣାପଡିଲା । ମେ ୨୩ରେ ପାହାଡି ଜିଲ୍ଲା ଚେରିପୁଞ୍ଜିଠାରୁ ଉଭୟ କୁଆଡେ ଗଲେ ତାର୍ ଖୋଜ ଖବର ମିଳିଲାନି । 

Advertisment
Bridegroom Honeymoon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ