Advertisment

ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ପୁଣେରେ ବସ୍ ଭିତରେ ଦୁଷ୍କର୍ମ !

ପୁଣେ ସ୍ଥିତ ସ୍ବାରଗେଟ୍ ବସଷ୍ଟାଣ୍ଡରେ ମଙ୍ଗଳବାର ଭୋରରୁ ଘଟଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ରାଜନୈତିକ ବୟାନବାଜି ଓ ବିକ୍ଷୋଭ ବି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ।

Advertisment

ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ପୁଣେରେ ବସ୍ ଭିତରେ ଦୁଷ୍କର୍ମର ଶିକାର ହେଲେ ଆଉ ଜଣେ ଯୁବତୀ। ଚଳନ୍ତା ବସ୍ ନୁହେଁ, ବସଷ୍ଟାଣ୍ଡ୍ ଭିତରେ ଛିଡ଼ା ହୋଇଥିଲା ଏହି ବସ୍। ପୂର୍ବରୁ ଅନେକ ଅପରାଧିକ ମାମଲାରେ ସଂଶ୍ଳିଷ୍ଟ ନରପିଶାଚ ବେଲ୍ ରେ ମୁକୁଳି ପୁଣି ଭିଆଇଲା ଜଘନ୍ୟ କାଣ୍ଡ। ପୁଣେ ସ୍ଥିତ ସ୍ବାରଗେଟ୍ ବସଷ୍ଟାଣ୍ଡରେ ମଙ୍ଗଳବାର ଭୋରରୁ ଘଟଥିବା ଏଭଳି ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଏବଂ ରାଜନୈତିକ ବୟାନବାଜି ଓ ବିକ୍ଷୋଭ ବି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ।

Advertisment
Pune
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ